Posts

ଦେଶ ରେ ସହିଦଙ୍କୁ ଅପମାନ

  ସହିଦଙ୍କ ପତ୍ନୀଙ୍କ ପ୍ରତି ଅଶ୍ଳୀଳ ମନ୍ତବ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲା ଜାତୀୟ ମହିଳା ଆୟୋଗ https://www.facebook.com/ viswasambadkendraodisha/posts/ pfbid0DUFXirv1LTahCbuBYwceqn7T tQWNdUP4eb2v4Kka5JHuSGHysDKrKC KgpvvuJwvUl

ଭାରତରେ ଦେଶ ବିରୋଧୀ ଓ ଆଜାଦିକା ନାର

  13-6-24 ଦେଶ ବିରୋଧୀ ନାରା ଅଦାଲତରେ ପାକିସ୍ତାନ ନାରା ଦେଇ ଛେଛା ଖାଇଲା ଗ୍ୟାଙ୍ଗଷ୍ଟର୍ https://www.facebook.com/ photo/?fbid=889958306478909& set=a.468788888595855 25-10-21 ଦେଶ ବିରୋଧୀ Kashmiri students beaten in India for raising Azadi slogans during Pakistan-India match https://www.geo.tv/latest/ 377995-pakistan-vs-india- kashmiri-students-beaten-in- indian-colleges-for-raising- azadi-slogans

ଚୀନର ଆପତ୍ତି

Image
ମୋଦିଙ୍କ   ଅରୁଣାଚଳ   ଗସ୍ତରେ   ଚୀନର   ଆପତି China’s objection to Modi's Arunachal visit  https://desabirodhikaryaklap. blogspot.com/2024/03/blog- post.html  

ସରକାରଙ୍କ ତରଫରୁ ବ୍ୟାନ-ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର-

   ତେହରିକ୍‌-ଏହୁରିୟତ ବ୍ୟାନ୍  ଶ୍ରୀନଗର: ଜମ୍ମୁ-କଶ୍ମୀରକୁ ଆତଙ୍କବାଦରୁ ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ନିରନ୍ତର କାର୍ଯ୍ୟ କରିଆସୁଛନ୍ତି । ମୁସଲିମ ଲିଗ୍ ଜମ୍ମୁକଶ୍ମୀର ପରେ ବର୍ତ୍ତମାନ କେନ୍ଦ୍ର ସରକାର ତେହେରିକ-ଏ-ହୁର୍ରିୟତ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହାକୁ ଆତଙ୍କବାଦୀ ସଂଗଠନ ବୋଲି ଘୋଷଣା କରାଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ସୂଚନା ଦେଇଛନ୍ତି । ଅମିତ ଶାହା ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ, ତେହେରିକ-ଏ-ହୁର୍ରିୟତକୁ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ ୧୯୬୭ (ୟୁଏପିଏ) ଅନୁଯାୟୀ ‘ଆତଙ୍କବାଦୀ ସଂଗଠନ’ ଘୋଷଣା କରାଯାଇଛି । ଜମ୍ମୁକଶ୍ମୀରକୁ ଭାରତରୁ ଅଲଗା କରିବା ଏବଂ ଇସଲାମିକ ଶାସନ ଲାଗୁ କରିବା ପାଇଁ ଏହି ସଂଗଠନ ନିଷେଧ କାର୍ଯ୍ୟକଳାପରେ ଜଡିତ ଅଛି । ଏହି ସଂଗଠନ ଭାରତ ବିରୋଧରେ ପ୍ରଚାର ପ୍ରସାର କରୁଛି ଏବଂ ଜମ୍ମୁ କଶ୍ମୀରରେ ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହିତ କରିବା ପାଇଁ ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିଛି । ଆତଙ୍କବାଦ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୂନ୍ୟ ସହନଶୀଳତା ନୀତି ଅଧୀନରେ ଭାରତ ବିରୋଧୀ କାର୍ଯ୍ୟକଳାପରେ ଜଡିତ ଥିବା କୌଣସି ବ୍ୟକ୍ତି କିମ୍ବା ସଂଗଠନ ତୁରନ୍ତ ଅଟକାଇ ଦିଆଯିବ ।  ମୁସଲିମ ଲିଗ୍ ବ୍ୟାନ୍  28-12-2023 ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଯିବା ପରେ ପୁଣି ଥରେ କେନ୍ଦ୍ର ସରକାରଙ୍କ ଏ...

ଜବାହର ଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)

 ଏଣିକି ଜେଏନୟୁରେ ଧାରଣା ଦେଲେ ଦେବାକୁ ପଡିବ ୨୦ ହଜାର ଟଙ୍କାର ଜରିମାନା  ନୂଆଦିଲ୍ଲୀ: ଦେଶର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ମଧ୍ୟରୁ ଜବାହର ଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ଅନେକ ବିବାଦ କାରଣରୁ ଅନେକ ସମୟରେ ଆଲୋଚନାକୁ ଆସିଥାଏ । ଏହି ବିଶ୍ୱବିଦ୍ୟାଳୟରେ ଅନେକ ସମୟରେ ଛାତ୍ରଛାତ୍ରୀ ଆନ୍ଦୋଳନ ସହ ବିକ୍ଷୋଭ କରୁଥିବାର ମଧ୍ୟ ଦେଖିବାକୁ ମିଳିଥାଏ । ତେବେ ବର୍ତ୍ତମାନ ବିଶ୍ୱବିଦ୍ୟାଳୟ ପ୍ରଶାସନ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ମୁତାବକ ଏଣିକି ଜେଏନୟୁ କ୍ୟାମ୍ପସରେ ବିରୋଧ ପ୍ରଦର୍ଶନ କିମ୍ବା ଜାତୀୟ ବିରୋଧୀ ସ୍ଲୋଗାନ ଦେଲେ ଜରିମାନା ଲାଗୁ କରାଯିବ ବୋଲି କୁହାଯାଇଛି । ଦେଶ ବିରୋଧୀ ସ୍ଲୋଗାନ ଦେବା ମାମଲା ଜେଏନୟୁରେ ପୂର୍ବରୁ ସାମ୍ନାକୁ ଆସିଥିଲା ? ଯେଉଁଥିରେ ଛାତ୍ର ନେତା କହ୍ନେୟା କୁମାରଙ୍କୁ ଗିରଫ କରାଯାଇଥିଲା । ତେବେ ଏପର୍ଯ୍ୟନ୍ତ ଏହି ମାମଲାରେ କାହାରିକୁ ଦଣ୍ଡିତ କରାଯାଇ ନାହିଁ । ଜେଏନୟୁ ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ନୂତନ ନିର୍ଦ୍ଦେଶ ଅନୁଯାୟୀ କ୍ୟାମ୍ପସ ଭିତରେ ବିରୋଧ ପ୍ରଦର୍ଶନ ପାଇଁ ୨୦୦୦୦ ଟଙ୍କା ଏବଂ ଜାତୀୟ ବିରୋଧୀ ସ୍ଲୋଗାନ ଦେଲେ ୧୦୦୦୦ ଟଙ୍କା ଜରିମାନା ଲାଗୁ କରାଯାଇଛି । ତେବେ ଏହି ନିଷ୍ପତ୍ତିକୁ ନେଇ ଛାତ୍ରମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଏବିଭିପି ପକ୍ଷରୁ କୁହାଯାଇଛି ଯେ ଏହା ପୂର୍ବରୁ ଏଭଳି ନିର୍ଦ୍ଦେଶନାମା ଆସିଥିଲା ଓ ବ...

ସାଇବର ଅପରାଧ

9-12-23 ଗୁଗଲ ପ୍ଲେ ଷ୍ଟୋରରୁ ହଟିଲା ୧୭ "ସ୍ପାଏ ଲୋନ ଆପ୍‌',  ନୂଆଦିଲ୍ଲୀ ୮ ।୧୨  : ସାରା ବିଶ୍ୱରେ ଲକ୍ଷଲକ୍ଷ ଲୋକଙ୍କୁ ସୁବିଧା ପହାଇବା ନିମନ୍ତେ ଗୁଗଲ ବେଶ୍ ଜଣାଶୁଣାୟ କମ୍ପାନୀ ତାଙ୍କ ୟୁଜର୍ସଙ୍କ ସୁରକ୍ଷାକୁ ମଧ୍ୟ ବେଶ୍ ଗୁରୁତ୍ୱ ଦେଇଥାନ୍ତିୟ ଏହିକ୍ରମରେ କମ୍ପାନୀ ତାଙ୍କ ପ୍ଲେ ଷ୍ଟୋରରୁ ୧୭ ସ୍ପାଏ ଲୋନ ଆପ୍ ହଟାଇ ଦେଇଛନ୍ତିୟ ସ୍ଲୋଭାକ୍ ସଫ୍ଟୱେର କମ୍ପାନୀ ଇଏସଇଟିଙ୍କ ଏକ ରିପୋର୍ଟ ଅନୁସାରେ ଚଳିତବର୍ଷ ପ୍ରାରମ୍ଭରୁ କମ୍ପାନୀ ଭ୍ରମାତ୍ମକ ଏଣ୍ଡ୍ରଏଡ ଲୋନ୍ ଆପ୍ ର ଚିନ୍ତାଜନକ ବୃଦ୍ଧି ଦେଖିବାକୁ ପାଇଥିଲେୟ ଯେଉଁଗୁଡିକ ନିଜକୁ ବୈଦ୍ଧ ପର୍ସନାଲ ଲୋନ ସେବା ରୂପେ ଉପସ୍ଥାପିତ କରିବା ସହିତ ତ୍ୱରିତ ଓ ସହଜ ଋଣର ପ୍ରତିଶ୍ରୁତି ଦେଉଥିଲେ । ତେବେ ଏହି ସେବାଗୁଡିକ ବାସ୍ତବରେ ୟୁଜରଙ୍କୁ ଧୋକା ଦେଇଥାନ୍ତି ଓ ଉଚ୍ଚ ସୁଧହାରରେ ଋଣ ଉପସ୍ଥାପନ କରି ଧୋକା ଦେବା ପାଇଁ ଡିଜାଇନ କରାଯାଇଛନ୍ତି । ଡାର୍କ ରିଡିଂର ଏକ ରିପୋର୍ଟରେ କୁହାଯାଇଛି ଯେ ସ୍ପାଇଲୋନ ଆପସ୍ ପର୍ସନାଲ ଲୋନ ପାଇଁ ଏକ ବୈଦ୍ଧ ବିଦ୍ଧି । 8-12-23 ଘରେ ବସି ଚାକିରି ନାଁରେ ଠକେଇ କରୁଥିବା ୧୦୦ରୁ ଅଧିକ ୱେବ୍‌ସାଇଟ୍‌କୁ ବ୍ୟାନ୍ ନୂଆଦିଲ୍ଲୀ: ଦିନକୁ ଦନ ବଢ଼ିବାରେ ଲାଗିଛି ସାଇବର ଅପରାଧ । କିଏ କେଉଁ ପ୍ରକାରେ ଲୋକଙ୍କୁ ଲଗାଉଛି ଚୁନା । କିଏ ନୂଆ ନୂଆ ସ୍କମି ବାହାର କରି ଲଟୁଛନ୍ତି ତ ଆଉ କିଏ ପାର୍ଟ ଟାଇମ୍ ଚାକିରି ଦେବା ନାଁରେ କରୁଛନ୍ତି ଠକେଇ । ଏ...

ଆଫଗାନିସ୍ତାନର ଭାରତ ବିରୋଧୀ

Image
ଭାରତକୁ ତାଲିବାନ ଶାସକଙ୍କ ଉପହାସ https://samajaepaper.in/ imageview_38_13220222488393_4_ 71_13-02-2022_3_i_1_sf.html